ବାଇକ୍ କାର ମୁହାଁମୁହିଁ ଧକ୍କାରେ ବାଇକ୍ ଚାଳକ ଗୁରୁତର
The motorcyclist was seriously injured in the collision
ଭଞ୍ଜନଗର-ସ୍ଥାନୀୟ ଥାନା ଅନ୍ତର୍ଗତ ଜାମପଲ୍ଲୀ ଗ୍ରାମ ନିକଟରେ ଥିବା ଝାକେରେଇ ମନ୍ଧିର ଠାରେ ବାଇକ୍ ସହିତ କାରର ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ୍ ଚାଳକ ଗୁରୁତର ସୋଇପଡିଛନ୍ତି । ସେହେଲେ ବାଣତୁମ୍ଭ ଗ୍ରାମର ଅମୀୟ କୁମାର ରାଉତ ।ଖବର ନେବାରେ ଅମିୟ ଭଞ୍ଜନଗରରୁ ନିଜ ଗ୍ରାମ ବାଣତୁମ୍ଭ ଯାଉଥିବା ବେଳେ ବିପରୀତ ଦିଗରୁ କାରଟି ଦୁତଗତିରେ ଆସି ବାଇକ୍ କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚାଳକ ଅମୀୟ ଛିଟିକି ହେଇ ପଡିବା ଫଳରେ ତାଙ୍କର ଗୋଡଟି ଭାଙ୍ଗି ଯାଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଅମୀୟକୁ ଭଦ୍ଧାର କରି ଭଞ୍ଜନଗର ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।ଦୁର୍ଘଟଣା ଘଟାଇଥିବା କାର ଚାଳକ ଘଟଣାସ୍ଥଳରୁ ଫେରାର ହେଇଥିବା ପ୍ରତ୍ୟେକ୍ଷଦର୍ଶୀ କହନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୩/୨୦୨୨----୧୦,୧୦

Sakhigopal News,27/3/2022