ଟ୍ରେନରେ କଟି ଅଚିହ୍ନା ବୃଦ୍ଧାଙ୍କର ମୃତ୍ୟୁ
An unidentified man was killed when a train derailed.
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ରେଳ ଷ୍ଟେସନ ନିକଟରେ ଜଣେ ଅଚିହ୍ନା ବୃଦ୍ଧା ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ରେ ଟ୍ରେନଂ-୧୨୮୭୬ ନୀଳାଚଳ ଏକ୍ସପ୍ରେସ ଟ୍ରେନରେ ବୃଦ୍ଧା ଜଣକ କଟି ମୃତ୍ୟୁ ବରଣ କରିଛନ୍ତି । ପୁରୀ ରୋୱେ ପୋଲିସ କେସ ନଂ- ୬/୨୦୨୨ରେ ଏକ ଅପମୃତ୍ୟୁ କେସରୁଜ କରାଯାଇଛି । ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଯାଇଥିବା ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଅଧିକାରୀ ଏଏସଆଇ ରମେଶ ଦାଶଙ୍କ ଠାରୁ ସୁଚନା ମିଳିଛି । ଯଦି କୌଣସି ବ୍ୟକ୍ତି ବିଶେଷ ଏହି ବୃଦ୍ଧା ମହିଳାଙ୍କ ପରିଚୟ ପାଆନ୍ତି ତୁରନ୍ତ ସାକ୍ଷୀଗୋପାଳ ରେଳୱେ ଫାଣ୍ଡି ଅଧିକାରୀ ବା ସ୍ଥାନୀ ଥାନାରେ ଜଣାଇବାକୁ ଅନୁରୋଧ କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୩/୨୦୨୨---୬,୫୦ Sakhigopal News, 17/3/2022