ବାଲିଗୁଡା ରୁ କଟକ ବାଇକ୍ ରେ ଗଞ୍ଜେଇ ଚାଲାଣ , ପୋଲିସ ର ଚଢ଼ାଉ , ୨ ଗିରଫ
Cannabis smuggling from Baliguda to Cuttack bike, police raid, 2 arrested.
ଭଞ୍ଜନଗର---- - ବାଇକ୍ ରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ବେଲଗୁଣ୍ଠା ଥାନା ପୋଲିସ ର ଚଢ଼ାଉ । ବାଇକ୍ ସହ ୨୧ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ ଜବତ କରିଛି ପୋଲିସ । ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲାର ଗୋକୁଳ ମଲ୍ଲିକ ଏବଂ ନିରାକାର ମଲ୍ଲିକ କୁ ଗିରଫ କରିଛି ପୋଲିସ । ବାଲିଗୁଡ଼ା ରୁ ଗଞ୍ଜେଇ ଧରି କଟକ ଚାଲାଣ କରୁଥିଲେ । ଏନେଇ ୭୬/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ମିଳିଛ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୩/୨୦୨୨---୫,୨୫ Sakhigopal News,16/3/2022