ଦଶାହ ଉପଲକ୍ଷେ
ଦଶାହ ଉପଲକ୍ଷେ
୰ ସବିତା ମହାପାତ୍ର,
ଆବିର୍ଭାବ---୨୭/୭୧୯୫୫
ତିରୋଧାନ---୨୨/୩/୨୦୨୨
ବୋଉ, ତମର ଅନୁପସ୍ଥିତି ପରିବାରରେ ଏକ ଶୁନ୍ୟସ୍ଥାନ ସୃଷ୍ଟି କରିଛି । ସେହିପରି ସାକ୍ଷୀଗୋପାଳ ପବିତ୍ର ରାଧାଷ୍ଟମୀ ମହାଯଜ୍ଞରେ ଦୀର୍ଘ ବର୍ଷ ଧରି କର୍ତ୍ତୀ ଭାବେ କାର୍ଯ୍ୟକରୁଥିଲେ । ତମର ସ୍ନେହ, ଶ୍ରଦ୍ଧା, ଆଦର୍ଶ ନିଷ୍ଠା ଓ ଭଲ ପାଇବା ଆମେ କେବେବି ଭୁଲି ପାରିବୁନାହିଁ । ଅମର ଆତ୍ମାର ସଦଗତି ନିମନ୍ତେ ଆମ୍ଭେ ଶ୍ରୀ ଜଗନ୍ନାଥ ଓ ପ୍ରଭୁ ସାକ୍ଷୀଗୋପିନାଥଙ୍କ ପାଖରେ ବିନମ୍ର ପ୍ରାର୍ଥନା କରୁଛୁ । ଶୋକସନ୍ତପ -----ସ୍ୱାମୀ-ରଘୁନାଥ ମହାପାତ୍ର , ପୁତ୍ର-ନାରଣ,ପୁତ୍ରବଧୁ- ସୁମିତ୍ରା, ଝ୍ରିଅ-ଗୁନ, ପିନା, ଜ୍ୱାଇଁ- ବିଜୟ, ନାତି -ଚନ୍ଦନ, ସୁମନ, କ୍ରିସ, ଓମ, ନାତୁଣି- ଡୁଡୁଲି, ଲଭଲି, ରୋମି ଓ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୩/୨୦୨୨
Sakhigopal News, 31/3/2022