ପେଣ୍ଠପଡା ଗ୍ରାମ ପଞ୍ଚାୟତ ପକ୍ଷରୁ ତିନୋଟି ଯାଗାରେ ଖୋଲିଲା ଜଳଛତ୍ର
ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଥାନା ଆଇଆଇସି ଦିଲୀପ କୁମାର ଧଳ, ସ୍ଥାନୀୟ ସରପଞ୍ଚଚିନ୍ମୟ କୁମାର ରାଉତ, ସମିତିସଭ୍ୟ ସୁମନ୍ତ ଘଟୁଆରୀଙ୍କ ସହିତ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ଓ୍୍ୟାଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀ ରାଉତ ଏହି କାର୍ଯ୍ୟକ୍ରମ କରି ନିଜକୁ ବେଶ ଖୁସି ଅନୁଭବ କରିଛନ୍ତି । କାରଣ ସେ ନିର୍ବାଚନ ଇସ୍ତାହାରରେ ତାଙ୍କର ପ୍ରଥମ କାମ ରଖିଥଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୨----୧୦-୪୫
Sakhigopal News, 1/4/2022