ଗଛରେ ପିଟିହୋଇ ବାଇକ୍ ଚାଳକଙ୍କର ମୃତ୍ୟୁ
Biker dies after being hit by a tree.
ଭଞ୍ଜନଗର-- ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଛକ ନିକଟରେ ରାସ୍ତାକଡ ଗଛକୁ ପିଟି ହୋଇ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ନୟାଗଡ଼ ଜିଲ୍ଲା ଫେତେଗଡ ଥାନା ଅନ୍ତର୍ଗତ ନାକଡେଇଁ ଗ୍ରାମର ନରେନ୍ଦ୍ର କୁମାର ପରିଡା । ସ୍ଥାନୀୟ ଲୋକମାନେ ନରେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା । ଖବର ନେବାରେ ନରେନ୍ଦ୍ର ନିଜ ବାଇକ୍ ରେ ନାକଡେଇଁ ଗ୍ରାମରୁ ଦାରିଙ୍ଗିବାଡି ଯାଉଥିବା ବେଳେ କଣ୍ଟେଇପଲ୍ଲୀ ନିକଟରେ ଏହି ଦୁର୍ଘଟଣା ହେଇଥିଲା । ନରେନ୍ଦ୍ର ଦାରିଙ୍ଗିବାଡି ରେ ଅଦରକାରୀ ଲୁହା ଗୋଦାମ କରିଥିଲେ । ମୃତ ନରେନ୍ଦ୍ରର କର୍ମଚାରୀମାନେ କହିବାଅନୁଯାଇ ତାଙ୍କର ବହୁଦିନ ହେଲା ରକ୍ତ ଚାପ ରହିଥିଲା ଏଥିଯୋଗୁଁ ଦୁର୍ଘଟଣାରେ ଶିକାର ହେଇଥିବା ସନ୍ଦେହ କରାଯାଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୩/୨୦୨୧---୮,୨୫

Sakhigopal News,28/3/2022