Breaking News

ନାଗ ପରିବାର,ଭୋସାଗର ପରିବାର ଓବୁଡା ପରିବାର ମଧ୍ୟରେ ହୋଲି ପର୍ବ ପାଳନ

The Holi festival is celebrated by the Nag family, the Bhosagar family and the Obuda family.
ବରଗଡ଼:-ବରଗଡ ଜିଲା ଭେଡେନ ବ୍ଳକ ଅନ୍ତର୍ଗତ ଦେଶଭଟଲି ଗ୍ରାମ ପଞ୍ଚାୟତର ଦେଶ ଭଟଲି ଗ୍ରାମ ର ହରିଜନ ପଡ଼ାରେ  ଧୁମ୍ ଧାମରେ ହୋଲି ପର୍ବ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ନିଜ ନିଜ ଘରର ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା କରି ହୋଲି ଖେଳ ଆରମ୍ଭ କରିଥିଲେ।ନାଗ ପରିବାର ର ସଦସ୍ୟ କୁଳମଣୀ ନାଗ(ବୟସ ୮୫ ତାଙ୍କର ପତ୍ନୀ ସ୍ନେହଲତା ନାଗ,ବିଲାଶିନି,ଶୋଳସିନି ଓ ନନ୍ଦିନୀ ନାଗ ଉପସ୍ଥିତ ଥିଲେ।ଭୋସାଗର ପରିବାର ର ସଦସ୍ୟ ଅଞ୍ଜନା ଭୋଶାଗର,ରିତା,ମିତାଲି ଓ ସୁଖଦେବ ଉପସ୍ଥିତ ଥିଲେ।ମିଲାଲି ଓ ସୁଖଦେବ ର ଛୋଟ ଶିଶୁ ଧିରଜ ବୟସ ପ୍ରାୟ ଏକ ବର୍ଷ ହେବ।ବୁଦା ପରିବାର ର ସଦସ୍ୟ ମାଲତୀ ବୁଡା,ଚମ୍ପା ବୁଡା ଉପସ୍ଥିତ ରହି ଭାଇଚାରାର ସମ୍ପର୍କ ନେଇ ସୋନି ଖେଳିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ , ୨୦/୩/୨୦୨୨----୧୧,୨୫ Sakhigopal News,20/3/2022

Blog Archive

Popular Posts