>>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • >>
  • ହରଷପଡା କେଶବ ହତ୍ୟାକାଣ୍ଡର ୨ଆସାମୀ ଗିରିଫ କୋର୍ଟଚାଲଣ
  • >>
  • ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ
  • >>
  • ଅଜଣା ଗାଡିଧକାରେ ଯୁବକ ମୃତ
  • >>
  • କୋଣାର୍କ ସୂର‌୍ୟ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର‌୍ୟ୍ୟ ଆଳତିଞ୍ଚ
  • >>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • ବିଭୁତି ବାଟିକା ମେଳଣ ଶେଷ

     Vibhuti Batika match is over


    ସାକ୍ଷୀଗୋପାଳ------ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ ସାଗରସ୍ନାନ ମେଳଣ ସାରି ଦୁଇ ଠାକୁର ବଳପୁର ଓ ବରାଳ ଗ୍ରାମର ବାବା ବାଲୁଙ୍କେଶ୍ୱର ଦେବ ସୁସଜିତ ବିମାନରେ ଦୁଆରି ଭୋଗ ଖାଇ ଫେରିଥାନ୍ତି । ଫେରିବା  ବାଟରେ ମାତୃପିଠ  ତଥା ବିଭୁତି ବାଟିକା ମେଳଣ ପଡିଆରେ ଦୁଇ ଠାକୁର ଖୁଣ୍ଟିଲାଗି ହୋଇଥିଲେ । ସେଠାରେ ଠାକୁରଙ୍କ ସମସ୍ତ ଦେବନୀତି ସେବାୟତ ମାନଙ୍କ ଦ୍ୱାରା କରାଯାଇଥିଲା । ଶ୍ରଦ୍ଧାଳୁ ମାନେ  ଠାକୁରଙ୍କୁ ଦର୍ଶନ କରିବା ସହ ଖଇକେରା,ପାଚିଲାକଦଳୀ, ଫେଣି, ସାକର, ଖଜା, ଚୁଡାଘଷା ସହିତ ବିଭିନ୍ନ ଫଳମୂଳ ଭୋଗରାଗ କରିଥାନ୍ତି ।  ଠାକୁରଙ୍କ ନିକଟରେ ଦିନଯାକ ସଂକୀର୍ତ୍ତନ, ପାଲା ଆଦି କାର୍ଯ୍ୟକ୍ରମ କରାଯାଇଥାଏ । ଏହି ଅବସରରେ ମେଲଣ ପରିଆରେ ବିଭିନ୍ନ ଭୋଗ ,ଦୀପ ଓ ପାଷ୍ଟଫୁଡ ଦେକାନ ଖୋଲିଥିଲା । ଅପରାହ୍ନରେ ଆସତବାଜି ପ୍ରଦର୍ଶନ ପରେ ହରିହର ଭେଟ କରାଯିବା ପରେ ଠାକୁର ନିଜ ନିଜ ମନ୍ଦିରକୁ ଫେରିଥିଲେ ।

     


    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୩/୨୦୨୨---୪.୫୦  

    Sakhigopal News, 30/3/2022

    Blog Archive

    Popular Posts