Breaking News

ନିଷ୍ଠା ପରିବାର ଦ୍ଵାରା ଜନ କଲ୍ୟାଣ ସେବା ଟ୍ରଷ୍ଟ ସମ୍ମାନିତ

The Jan Kalyan Sewa Trust is honored by the Nistha family.
ବରଗଡ଼ -ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଆଜି ବରଗଡ ର ଜଣାଶୁଣା ସାମାଜିକ ଅନୁଷ୍ଠାନ ନିଷ୍ଠା ପରିବାର ଦ୍ଵାରା ସ୍ଥାନୀୟ ନିଷ୍ଠା ଭବନ ଖଣ୍ଡଥା ଠାରେ ରେ ଜଣାଶୁଣା ସମାଜସେବୀ ତଥା କାଦମ୍ବିନୀ ମିଡିଆ ର ମୁଖ୍ୟ ଇତିରାଣୀ ସାମନ୍ତଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ସମ୍ବଲପୁର ଜିଲ୍ଲା ର ସଭାପତି ଶ୍ରୀ ରାଧେକୃଷ୍ଣ ପଣ୍ଡା ଓ ପ୍ରମୋଦ କୁମାର ମହାପାତ୍ର ଓ ବିରେନ୍ଦ୍ର ପ୍ରତାପ ସାହୁ ଓ ପ୍ରଦୀପ କୁମାର ମହାପାତ୍ର, ମେନକା ବାଗ ଓ ସନ୍ତୋଷୀନୀ  ସାହୁ ,ଶିବ ଶଙ୍କର ପ୍ରଧାନ ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଏହି ସମ୍ମାନ ପତ୍ର କୁ ଗ୍ରହଣ କରିଥିଲେ। ନିଷ୍ଠା ପରିବାର ର ସଭାପତି ସମ୍ପାଦକ ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,
୨୧/୩/୨୦୨୨---- ୪,୫୦  
Sakhigopal News,21/3/2022

Blog Archive

Popular Posts