Breaking News

ନୂଆପଡା ଗାଁରେ ଶାଶୁ ବୋହୁଙ୍କର ଗଳାକାଟି ହତ୍ୟା

Mother-in-law strangled to death in Nuapada village



 
ବଲାଙ୍ଗୀର----  ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରେ ପସି ଶାଶୁ, ବୋହୂଙ୍କ ର ଗଳା କାଟି ହତ୍ୟା କରାଯାଇଛି । ବୋହୂ ଅମ୍ବିକା ମେହେର ଓ ଶାଶୁ ପ୍ରେମଶିଳା ମେହେର ବୋଲି ଜଣାପଡିଛି । ଘରେ କେହିନଥିଲା ବେଳେ ଦୁଇ ଜଣଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର୍ ମାରିଛି।  କାହିଁକି ଓ କିଏ ଏଭଳି ଭାବେ ହତ୍ୟାକାଣ୍ଡ ଘଟାଇଲା ତାହା ଅଞ୍ଚଳରେ ଅନେକ ଚର୍ଚ୍ଚା ଜୋର ଧରିଛି। ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି 
Iବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୩୧/୩/୨୦୨୨----୨,୧୫ Sakhigopal News ,31/3/2022

Blog Archive

Popular Posts