ବେଲପଡ଼ା ଗ୍ରାମ ଠାରେବନ ବିଭାଗ ପକ୍ଷରୁ ବିଶ୍ୱ ଜଳ ଦିବସ
World Water Day by the Forest Department at Belpada village.
ବଲାଙ୍ଗିର: ବିଶ୍ୱ ଜଳ ଦିବସ ପାଳନ ଅବସରରେ ଟିଟିଲାଗଡ ବନ ବିଭାଗ ପକ୍ଷରୁ ବେଲପଡ଼ା ଗ୍ରାମ ଠାରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଟିଟିଲାଗଡ ର ବିଶିଷ୍ଟ ପରିବେଶବିତ ଡକ୍ଟର ଦୋଳଗୋବିନ୍ଦ ବିଶି ମୁଖ୍ୟ ବକ୍ତା, ଟିଟିଲାଗଡ ବନ ଖଣ୍ଡ ଅଧିକାରୀ ଶିବପ୍ରସାଦ ନାୟକ ମୁଖ୍ୟ ଅତିଥି, ଶ୍ରୀ ସୁରେନ୍ଦ୍ର ମହାରଣା ବନପାଳ, ବିକିଜି ନାଗ ଯୁବ ବନ୍ୟପ୍ରାଣୀ ସଂରକ୍ଷକ ସମ୍ମାନିତ ଅତିଥି, ଆମ ଜଙ୍ଗଲ ସୁରକ୍ଷା ସମିତି ସଭାପତି ଶ୍ରୀ ଅଜୟ ମହାନ୍ତି, ବେଲପଡ଼ା ବନ୍ ସୁରକ୍ଷା ସମିତି ସଭାପତି ଶ୍ରୀ ନାଗ ମହୋଦୟ କନିଯୁରି VSS ସଭାପତି ଶ୍ରୀ ଗହିର ମାହୋଦୟ ପ୍ରମୁଖ ଯୋଗ ଦେଇ ଜଳ ଓ ଜଙ୍ଗଲ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ ।ସତତ୍ ସହିତ ବେଲପଡ଼ା VSS ସଦସ୍ୟା,SSG ଗ୍ରୁପ ଓ ବେଲପଡ଼ା ଗ୍ରାମବାସୀ ମାନେ ଉପସ୍ତିତ ଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୩/୩/୨୦୨୨---୧୦,୩୫ Sakhigopal News,23/3/2022