Breaking News

ପୈାର ନିର୍ବାଚନ ପ୍ରକ୍ରିୟା: ୨ ପୈାରାଧ୍ୟକ୍ଷ ଓ ଜଣେ କାଉନସିଲରଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର

Payroll Election Process: Withdrawal of candidatures of 2 payroll chairpersons and one councilor

ଜଟଣୀ---- ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୈାରାଞ୍ଚଳ ଗୁଡିକରେ ପୈାରନିର୍ବାଚନଲାଗି ବିଜ୍ଞପ୍ତି ପ୍ରକାଶ ପାଇବାପରେ ଜଟଣୀ ପୈାରାଚଂଳ ଅନ୍ତର୍ଗତ ୱାର୍ଡଗୁଡିକ ଚଳଚଂଚଳ ହୋଇଛି ।  ଚଳିତ ୨୪ ତାରିଖରେ ପୈାରନିର୍ବାଚନ ହେବାଲାଗି ଦିନଧାର୍ଯ୍ୟ କରାଯାଇଥିବା ବେଳେ ନାମାଙ୍କନ କରିଥିବା ମୋଟ ୮ଜଣ ପୈାରାଧ୍ୟକ୍ଷ ଓ ୮୭ଜଣ କାଉନସିଲର ମଧ୍ୟରୁ ଆଜି ୩ଜଣ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ବିଜେଡି, ବିଜେପି,କଂଗ୍ରେସ,ଆପ ଦଳରୁ ୪ଜଣ ନାମାଙ୍କନ କରିଥିବା ବେଳେ  ସ୍ୱାଧୀନ ପ୍ରାର୍ଥୀଭାବେ ୪ଜଣ ସମେତ ମୋଟ ୮ଜଣ ଆଶାୟୀ ପ୍ରାର୍ଥୀ ନାମାଙ୍କନ କରିଥିଲେ । ସେହିପରିଭାବେ ସମସ୍ତ ଦଳୀୟ ଓ ସ୍ୱାଧୀନଭାବେ ମୋଟ୮୭ଜଣ ଆଶାୟୀ କାଉନସିଲର ପ୍ରାର୍ଥୀ ନାମାଙ୍କନ କରିଥିଲେ । ଆଜି ପ୍ରତ୍ୟାହାର ଦିବସରେ ୨ଜଣ ସ୍ୱାଧୀନ ପୈାରାଧ୍ୟକ୍ଷ ପ୍ରାର୍ଥୀ ଗୋବିନ୍ଦ ବେହେରା ଓ ଶିବପ୍ରସାଦ ଦାସ ପାଥ୍ରୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଜଟଣୀ ପୈାରପରିଷଦ ୱାର୍ଡ ନଂ-୧ର ଆଶାୟୀ ସ୍ୱାଧୀନ ପ୍ରାର୍ଥୀ ମାନଓ କୁମାର ଦଳେଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ପୈାରନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ପକ୍ଷରୁ ସୁଚନା ମିଳିଛି । ଜଟଣୀରୂ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୧୬/୩/୨୦୨୨—୬,୧୫


Blog Archive

Popular Posts