Breaking News

ସ୍ୱାଗତର ସୁଅ ଛୁଟିଛି ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷ ସୁନିଲଙ୍କୁ

 Welcome to Sunil, the newly elected Bloc President.


ସାକ୍ଷୀଗୋପାଳ---- ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଅଧ୍ୟକ୍ଷ ପଦବୀ ହାତେଇବା ପରେ ଏବେ ସ୍ୱାଗତ ଓ ସମ୍ମର୍ଦ୍ଧନାର ପର୍ବ ଚାଲିଛି । ସକାଳେ, ସଂଧ୍ୟାରେ  ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ସଂଘ ଓ ବିଭିନ୍ନ ଗ୍ରାମ ପଞ୍ଚାୟତର ବିଜେଡି ଦଳର ଯୁବ, ମହିଳା କର୍ମୀ ମାନେ ଫୁଲତୋଡା , ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ  ଅଳଗୁମ ଗ୍ରାମ ପଞ୍ଚାୟତର ଯୁବ ବିଜେଡି ସଭାପତି ଯଯାତି କେଶରୀ ରାୟ, ବିହାରୀ ବିଶ୍ୱାଳ, ସଦାଶିବ ପ୍ରଧାନ, ଶରତ ଚନ୍ଦ୍ର ରଥ, ସତ୍ୟନାରାୟଣ ବିଶ୍ୱାଳ ଓ ମହିଳା ନେତ୍ରୀ ନିଳିମା ରଥ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୩/୨୦୨୨---୯,୨୦  

 Sakhigopal News, 16/3/2022

Blog Archive

Popular Posts