ନମିତା ଦେବୀ ସହକାରୀ ଶିକ୍ଷୟତ୍ରୀ ଙ୍କ ସେବା ନିବୃତ ସମ୍ବର୍ଦ୍ଧନା
Congratulations to Namita Devi Assistant Teacher
ଡେଲାଙ୍ଗ ----ସତ୍ୟପ୍ରିୟ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରପଦାର ଶ୍ରୀମତୀ ନମିତା ଦେବୀ ସହକାରୀ ଶିକ୍ଷୟତ୍ରୀ ଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ବଳିୟାର ସିଂହ ସଭାପତିତ୍ବ କରିଥିଲେ। ଶିକ୍ଷକ ଗୋପାଳ ମହାପାତ୍ର, ମଙ୍ଗୁଳି ସାର୍ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ପୁରାତନ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ, ଉପସ୍ଥିତ ଅତିଥିମାନେ ଗୁରୁମାଙ୍କର ଗୁଣଗାନ କରିବା ସହିତ ଆଗାମୀ ଜୀବନ ସୁଖମୟ ହେବା ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସର୍ବଶେଷରେ ଗୋପାଳ ସାର୍ ଧନ୍ୟବାଦ ଅର୍ପଣ କରିଥିଲେ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ତରଫରୁ ମାନପତ୍ର ଉପଢୌକନ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢ଼ୌକନ ଇତ୍ୟାଦି ପ୍ରଦାନ କରାଯାଇଥିଲା।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,1/4/2022---6,15 Sakhigopal News,1/4/2022