Breaking News

ଫ୍ୟାନରେ ଓହଳି ଯୁବକର ଆତ୍ମହତ୍ୟା

Young man commits suicide by fan.

 ସାକ୍ଷୀଗୋପାଳ,-----ସତ୍ୟବାଦୀ ଥାନା ଅନ୍ତର୍ଗତ କାଞ୍ଜିଆ ଗ୍ରାମର ପିଣ୍ଟୁ ପ୍ରଧାନ( ୨୩ ) ନିଜର ଭାରସାମ୍ୟ ହରାଇ ନିଜ ଶୋଇବା ଘର ଫ୍ୟାନରେ ବେଡସିଟରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକମାନେ ଏହା ଦେଖି ସଙ୍ଗେ ସଙ୍ଗେ ମେଡିକାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସତ୍ୟବାଦୀ ପୋଲିସ ୬/୨୦୨୨ରେ ଏକ ଅପମୃତ୍ୟୁ କେସରୁଜ କରି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲେ । ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ସୁତ୍ରରୁ ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୩/୨୦୨୨----୬,୨୫  

 Sakhigopal News, 26/3/2022

Blog Archive

Popular Posts