Breaking News

ସତ୍ୟବାଦୀ ହାଇସ୍କୁଲର ୧୯୭୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

Satyavadi High School's 195 matric batch of friends


ସାକ୍ଷୀଗୋପାଳ-------- ସତ୍ୟବାଦୀ ବନ ବିଦ୍ୟାଳୟର ତଥା ସତ୍ୟବାଦୀ ହାଇସ୍କୁଲର ୧୯୭୫ ମସିହାର ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ  ସିଦ୍ଧବକୁଳ ସମ୍ମୁଖରେ ଥିବା ବକୁଳବଟିକା ପରିସରାର ଅନୁଷ୍ଠିତ ହୋଇଯାଇଛି । ଉମେଶ ଚନ୍ଦ୍ର ବରାଳ ଏହି ବନ୍ଧୁ ମିଳନ ସଭାରେ ସଭାପତିତ୍ୱ କରିଥିଲେ । ଯୋଗଦେଇଥିବା ଛାତ୍ର

ମାନେ ପ୍ରଥମେ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିବା ସହ ନିଜ ସ୍କୁଲ ପରିଦର୍ଶନ କରିଥିଲେ । ଛାଡିକି ଚାଲିଯାଇଥିବା ସହପାଠୀ ମାନଙ୍କ ପାଇଁ ଶୋକସଭା କରାଯାଇଥିଲା । ଭ୍ରମର ବର ସ୍ୱାଇଁ, ଶରତ କୁମାର ସାମନ୍ତରାୟ, ଅଜୟ କୁମାର ହୋତା, ରମାକାନ୍ତ ମହାପାତ୍ର, ଚିନ୍ତାମଣି ମିଶ୍ର, ଶରତ କୁମାର ସାହୁ ଓ ପ୍ରମୁଖ ସହପାଠୀ ମାନେ ଯୋଗ ଦେଇ ସତ୍ୟବାଦୀର ପରମ୍ପରା ଓସମାଜର ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆଲେଚନା କରାଯାଇଥିଲା ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୨---୮,୨୫ 

  Sakhigopal News , 6/3/2022

Blog Archive

Popular Posts