ଦୁଷ୍କର୍ମ ଅଭିଯୁକ୍ତ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ
He was sentenced to ten years in prison.
କନ୍ଧମାଳ----ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ମିଳିଛି । ଜଣେ ବିବାହିତା ମହିଳା ଙ୍କୁ ଦୁଷ୍କର୍ମ ମାମଲା ର ବିଚାର କରି ଦଣ୍ଡାଦେଶ ଦେଇଛନ୍ତି ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ । ଅତିରିକ୍ତ ଜିଲ୍ଲା ଦୌରାଜଜ ଦିଲୀପ ବିଶ୍ୱାଳ ଦୁଷ୍କର୍ମ ମାମଲା ରେ ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସୁଚନା ଯୋଗ୍ୟ ଯେ ଗତ ଜାନୁଆରୀ ଏକ ତାରିଖ ୨୦୧୫ ମସିହା ରେ ବାଲିଗୁଡା ଥାନା ପରଂପଙ୍ଗା ପଞ୍ଚାୟତ ର ଗଡବାଲି ଗାଁ ର ଅଭିଯୁକ୍ତ ସୁଜିତ ନାୟକ ପୀଡିତା ବିବାହିତା ମହିଳା ଙ୍କୁ ଜଙ୍ଗଲରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ସୁଜିତ ନାୟକ ବିରୋଧ ରେ ଦୁଷ୍କର୍ମ କରିଥିବା ନେଇ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ ନିଜେପୀଡିତା । ଯାହାର ବିଚାର କରି ଆଜି ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତଙ୍କୁ ଦଶ ବର୍ଷ ସଶ୍ରମ କାରାଗାର ରେ ଦଣ୍ଡିତ କରିଛନ୍ତି ଏହି ରାୟ ପ୍ରକାଶ ପାଇବା ପରେ ବିଭିନ୍ନ ମହିଳା ସଙ୍ଗଠନ ଖୁସି ହୋଇଛନ୍ତି ।

କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ, ୧୫/୧୨/୨୦୨୧----୬,୩୦
Sakhigopal News,15/12/2021