Breaking News

ବରଗଡ଼ ର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲା "ନିଷ୍ଠା ପରିବାର"



 ବରଗଡ -  --- ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଭାବ ରେ ଶ୍ରୀ ଜ୍ୟୋତି କାନ୍ତ ସାହୁ ଯୋଗ ଦେଇଛନ୍ତି। ଏହି ଅବସର ରେ ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ କୁମାର ତ୍ରିପାଠୀ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଗ୍ରାମ ଖଣ୍ଡହଥା ସ୍କୁଲ ରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଅନୁରୋଧ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୧୬/୧୦/୨୦୨୫---୯,୫୫ Sakhigopal News,16/10/2025

Blog Archive

Popular Posts