ଚାଷୀ ମାନଙ୍କ ଧାନବିକ୍ରି ସମସ୍ୟା ନେଇ ଫୋନ ମାଧ୍ୟମରେ ଆଲୋଚନା
Farmers discuss their rice sales by phone.
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟିର ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ସହିତ କଂଗ୍ରେସ କମିଟିର ସଦସ୍ୟ ଦୋଳଗୋବିଦ ବେହେରା, ଭବାନୀ ପାଢୀ, ବିଶ୍ୱଜିତ୍ ହୋତା ଓ ମାଧବାନନ୍ଦ ସାହୁ ପ୍ରମୁଖ ଭେଡେନ ମାର୍କେଟ ୟାର୍ଡ଼ ଗସ୍ତ କରିଥିଲେ । ଚାଷୀ ମାନଙ୍କ ଧାନବିକ୍ରି ସମସ୍ୟା ବୁଝିବା ନିମନ୍ତେ ଯାଇଥିଲେ । ସେଠାରେ ଦେଖିବାକୁ ମିଳିଥିଲା ଖୋଲା ଆକାଶ ତଳେ ବହୁ ସଂଖ୍ୟାରେ ଧାନ ବସ୍ତା ରହିଥିବା ଦେଖି ଉଦବେଗ ପ୍ରକାଶ କରିଥିଲେ। ଚାଷୀ ର ଧାନ ସୁରକ୍ଷିତ ରହିବ, ଧାନ ଉଚିତ ମୂଲ୍ୟରେ ବିକ୍ରି କରି, ଶିଘ୍ର ତାହାର ପ୍ରାପ୍ୟ ପାଇବ, ସେ ସମ୍ପର୍କରେ ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ ଓ ଆରଏମଆରସିର ସମ୍ପାଦକ ସହିତ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଚାଷୀ ମାନେ ସେଠାରେ ଉପସ୍ଥିତ ରହିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୧୨/୨୦୨୧---୭,୧୦ Sakhigopal News,15/12/2021