ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ବିକ୍ରମ ଆରୁଖ
Minister Bikram Arukh distributed Biju Health Welfare Smart Health Card.
ଭଞ୍ଜନଗର---ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଜଗନ୍ନାଥ ପ୍ରସାଦ ବ୍ଲକ ଅଡେଇଗାଁ,ବରଗାଁ , ବି.ଡିପୁର , ଝାଡ଼ଭୂମି ବୁଡ଼ୁରୁଙ୍ଗୁ , ଛାମୁଣ୍ଡା , ଅଲାଡ଼ି ଓ ଖମାରପଲ୍ଲୀ ଗ୍ରାମ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ।ଏହି କାଯ୍ୟକ୍ରମକୁ କନ୍ଧମାଳ ସାସଂଦ ପ୍ରତିନିଧି ବିପ୍ରଚରଣ ବାରିକ ସଭାପତିତ୍ବ କରିଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଜଗନ୍ନାଥ ପ୍ରସାଦ ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗନ୍ନାଥପ୍ରସାଦ ର ରାଜସ୍ବ ଅଧିକାରୀ ମନୋଜ କୁମାର ତ୍ରିପାଠୀ ,ଅନୂପ କୁମାର ପଣ୍ଡା,ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା,ଉପାଧ୍ୟକ୍ଷ ହିମାଂଶୁ ବାରିକ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ,ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ ଚକ୍ରଧର ପାଣିଗ୍ରାହୀ,ସୁକାନ୍ତି ପ୍ରଧାନ,ସନ୍ତୋଷ ସେଠୀ,ରଶ୍ମିତା ମାଝି,ରାଜେନ୍ଦ୍ର ସ୍ବାଇଁ ସମେତ ସମିତି ସଭ୍ୟ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।