Breaking News

ଧର୍ମପ୍ରାଣ ମହିଳାଙ୍କର ପରଲୋକ

 


ସାକ୍ଷୀଗୋପାଳ ----  ସତ୍ୟବାଦୀ ଥାନା ପଛପଟ  ଗଳିରେ ଘର କରି ରହିଥିବା ବାସନ୍ତୀ ମହାପାତ୍ରଙ୍କର ୯୦ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ମେଳାପି ମହିଳା ଥିଲେ । ଏହି ଖବର ପାଇବା ପରେ ଅନେକ ବ୍ୟକ୍ତି ବିଶେଷ ମାନେ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସତ୍କାର କରାଯାଇଥିବା ବେଳେ ବଡପୁଅ ନେତ୍ରାନନ୍ଦ ମହାପାତ୍ର ମୁଖାଗ୍ନି ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୯/୨୦୨୧---- ୬,୪୦  

Sakhigopal News, 10/9/2021

Blog Archive

Popular Posts