Breaking News

ସତ୍ୟବାଦୀ କଂଗ୍ରେସ ଦଳ ପକ୍ଷରୁ ଜଣସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ

 ସାକ୍ଷୀଗୋପାଳ ---- ସତ୍ଯବାଦୀ ନିର୍ବାଚନ ମଣ୍ଡଳୀରେ ଏବେ କଂଗ୍ରେସ ଦଳ ପକ୍ଷରୁ ଜଣସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଆରମ୍ଭ ହୋଇଛି ଏକ ପ୍ରୟାସ । ତାହା ପୁଣି ଅନଲାଇନ ଆପରେ ।  ଏହି  ଅନଲାଇନ ଆପ ଟି ବୁଧବାର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ସତ୍ଯବାଦୀ  ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଏହା ସହିତ କର୍ମୀ ସମ୍ମିଳନୀ  କାର୍ଯ୍ୟକ୍ରମ ରଖାଯାଇଛି ବୋଲି କଂଗ୍ରେସ ଦଳରୁ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ରଥଙ୍କ ଠାରୁ ସୂଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୭/୨୦୨୫---୮,୪୫ Sakhigopal News,29/7/2025

Blog Archive

Popular Posts