ସାମ୍ବାଦିକଙ୍କ ପତ୍ନୀ ବିୟୋଗ
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକରେ ଅନେକ ଦିନ ଧରି ପ୍ରଗତିବାଦୀ ଓ ବିଭିନ୍ନ ଖବର କାଗଜରେ ସାମ୍ବାଦିକ କରିଥିବା ନିରଞ୍ଜନ ମିଶ୍ରଙ୍କ ପତ୍ନୀ ସସ୍ମିତା ମିଶ୍ରଙ୍କର ୫୦ ବର୍ଷରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ ସେ ଅସୁସ୍ଥ ରହିଥିଲେ । ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ଏହି ଖବର ସକାଳେ ଜଣାପଡିବା ପରେ ପ୍ରେସ କ୍ଳବ ସାକ୍ଷୀଗୋପାଳର କର୍ମକର୍ତ୍ତା ଓ ବିଭିନ୍ନ ଲୋକମାନେ ତାଙ୍କ ଜୟପୁର ସ୍ଥିତ ବାସଭବନରେ ପହଞ୍ଚିଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତିମ ଶତ୍କାର କରାଯାଇଥିଲା ।ବଡପୁଅ ଚିନ୍ମୟ ମିଶ୍ର ମୁଖାଗ୍ନି ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୯/୨୦୨୧---- ୬,୪୫ Sakhigopal News, 10/9/2021