ସତ୍ଯବାଦୀରେ ଗଡିଲା ବିଜେପିର ଆୟୁଷ୍ମାନ ରଥ
ସାକ୍ଷୀଗୋପାଳ ----
ସତ୍ୟବାଦୀ ରେ ବିଜେପିର ଆୟୁସ୍ମାନ ଭାରତ ଜଣଜାଗରଣ ସଚେତନତା ରଥ ଆଜି ଗଡ଼ିଲା।
ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଥିବା ବେଳେ କେନ୍ଦ୍ର ସରକାରଙ୍କର ଆୟୁସ୍ମାନ ସ୍ୱାସ୍ଥ୍ୟ ବୀମା ଯୋଜନା ଗ୍ରହଣ କରିନାହାନ୍ତି । ଯାହା ଫଳରେ କି ଓଡ଼ିଶାର ଲକ୍ଷ୍ୟ ଲକ୍ଷ୍ୟ ଲୋକ କେନ୍ଦ୍ର ସରକାରଙ୍କ ଯୋଜନା ରୁ ବଞ୍ଚିତ ହେଲେ ବୋଲି ଉପସ୍ଥିତ ଥିବା ଅତିଥିମାନେ ମତ ଦେଇଥିଲେ । ସାକ୍ଷୀଗୋପାଳ ମନ୍ଦିର ରୁ ଆଜ୍ଞା ମାଳ ଅଣାଯାଇ ନଡ଼ିଆ ବାଡେଇ ସଚେତ୍କନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି ଉତ୍ସବରେ କୃଷ୍ଣଚନ୍ଦ୍ର ଜଗଦେବ କୃଷକ ମୋର୍ଚ୍ଚା ର ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ଡକ୍ଟର ବିଶ୍ୱନାଥ ରଥ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ,ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ,ଯୁବନେତା ଓମ ପ୍ରକାଶ ମିଶ୍ର ପ୍ରମୂଖ ଉପସ୍ଥିତ ରହିଥିଲେ।
ଏହି ରଥ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ୫୨ ଟି ଗ୍ରାମପଞ୍ଚାୟତ ରେ ୭ଦିନ ଧରି ପରିକ୍ରମା କରିବ ବୋଲି ଜଣା ପଡ଼ିଛି।
ସମ୍ବାଦ ଦାତା- ଧୀରେନ୍ଦ୍ର ସେନାପତି

SATYABADI GADHILA BJP RA AAYUSMANA RATHA
BY - DHIRENDRA SENAPATI
SAKHIGOPAL NEWS