କଣାସରେ ଆୟୁଷ୍ମମାନ ଭାରତ ସ୍ବାସ୍ଥ୍ଯ ରଥ ପରିକ୍ରମା
କଣାସ---- କଣାସ ବ୍ଳକ ଅନ୍ତର୍ଗତ ମା କୁଞ୍ଜେଶ୍ବରୀଙ୍କ ପୀଠରୁ ବିଜେପିର ରାଷ୍ଟୀୟ ସଦସ୍ଯ ଡ, ବିଶ୍ବନାଥ ରଥ ଆୟୁଷ୍ମାନ ଭାରତ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ସାହୁପଡା ଓ କଣାସ ଏହି ରଥ ପରିକ୍ରମା କରିବା ସହ ପ୍ରଥପାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ଯ ସରକାରଙ୍କ ବିଜୁ ସ୍ବାସ୍ଥ୍ଯ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ମଧ୍ଯରେ ଥିବା ଫରକ ସମ୍ପକେ ଅତିଥିମାନେ ବୁଝାଇଥିଲେ । ଖବରଦାତା ଧୀରେନ୍ଦ୍ର ସେନାପତି