ଟ୍ରେନ ଆଗରେ ଶୋଇ ଯୁବକର ଆମ୍ହତ୍ଯା
ସାକ୍ଷୀଗୋପଳ---ସାକ୍ଷୀଗୋପାଳ ରେଳ ଷ୍ଟେସନ ନିକଟରେ ଟ୍ରେନ ଆଗରେ ଶୋଇ ଯୁବକର ମୃତ୍ଯୁ । ସୂଚନା ଯୋଗ୍ଯ ଯେ ସତ୍ଯବାଦୀ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ମନମୋହନ ( କାଳିଆ) ଜେନା---୨୨, ଆଜି ସକାଳ ୬ ଟାରେ ଜନଶତାଦ୍ଧୀ ଦୁତଗ୍ରାମୀ ଟ୍ରେନ ଆଗରେ ଶୋଇ ପଡ଼ିବାରୁ ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି । ଖବରପାଇ ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଅଧିକାରୀ ପି, କେ ପାତ୍ର ଶବ ଜବତ କରି ୮୪/୧୮ରେ ଏକ ଅପମୃତ୍ଯୁ କେସ ରୁଜ କରି ଶବ ବ୍ଯବଛେଦ ନିମନ୍ତେ ପୁରୀ ପଠାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
train agare soi jubakara atmahatya