Breaking News

ଗାନ୍ଧୀ ଜୟନ୍ତୀରେ କୋଣାର୍କରେ ପଲିଥିନି ମୂକ୍ତ ଅଭିଯାନ

କୋଣାର୍କ----- ପୁରୀ ଜିଲ୍ଲା କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ହଜାର ହଜାର ଛାତ୍ରଛାତ୍ରୀ , ବୁଦ୍ଧିଜିବୀ ଓ ସମସ୍ତ ସରକାରୀ କର୍ମଚାରୀ ମାନେ କୋଣାର୍କ କୁ ପଲିଥିନ ମୁକ୍ତ କରିବା କୁ ସଂକଳ୍ପ ନେଇ ଏକ ଶୋଭା ଯାତ୍ରା  କୋଣାର୍କ ବଜାର ପରିକ୍ରମା କରିଥିଲା ।  ପଲିଥିନ ମୁକ୍ତ କୋଣାର୍କ, ସବୁଜ କୋଣାର୍କ, ପଲିଥିନ୍ ହଟାଅ ପରିବେଷ ବଞ୍ଚାଅ ନାରା ଦେବାସହ ହାତରେ ବିଭିନ୍ନ ଲେଖା ପ୍ଲାକାର୍ଡ ଧରି କୋଣାର୍କ ବଜାର ଶୋଭାଯାତ୍ରା ପରିକ୍ରମା କରିଥିଲା  ।   ଏଥିରେ ମୁଖ୍ଯ ଅତିଥି ଭାବରେ ପୁରୀ ବନ୍ୟଖଣ୍ଡ ଅଭୟାରଣ୍ୟର ଉପ ଅଧିକାରୀ ଓ କୋଣାର୍କ ଏନେଏସି ର ଭାରପାପ୍ତ ଅଧିକାରୀ ଯୋଗ ଦେଇ ଥିଲେ  । ଖବରଦାତା ନିମାପଡାରୁ ଜୟନ୍ତ ସେଠୀ

GANDHI JAYANTI RE KONARKRE POLITHIN MUKTA ABHIJAN
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts