Breaking News

ଚାରି ହଜାର ଟଙ୍କା ଲାଞ୍ଚ ନେବା ସଯୟରେ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଲେ

ଡେଲାଙ୍ଗ --- ଡେଲାଙ୍ଗଥାନା ଅନ୍ତ୍ଗତ ହାଟ ଫାଣ୍ଡି ଅଧୀକାରି ଦିଲୀପ କୂମାର ବେହେରା ଜଣେ ମହିଳାଙ୍କ ଠାରୂ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭୁବନେଶ୍ବର ଭଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାଯୋଗ୍ଯ ଯେ ଅମାଳଙ୍ଗ ଗ୍ରାମର ଝୁନା ଓ ଓଷା ବେହେରାଙ୍କ ପରିବାର ମଧ୍ଯରେ ଅଳିଆ ପାଣି ପକାକୁ ନେଇ ପାଟି  ତୁଣ୍ଡ ହେବା ସହ ଥାନାରେ ଉଭୟ ପକ୍ଷ ଅଭିଯୋଗ କରିଥିଲେ । ଝୁନା ବେହାରଙ୍କୁ ସାହାର୍ଯ୍ଯ କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ଫାଣ୍ଡି ଅଧିକାରୀ ମାଗିଥିଲେ ।  ଝୁନୁ  ନ୍ଯୀୟ  ପାଇଁ ଭୁବନେଶ୍ବର ଭିଜିଲାନସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଝୁନୁଙ୍କ ଅଭିଯୋଗ କ୍ରମେ ଭିଜିଲାନସ  ରଙ୍ଗବୋଳା ଟଙ୍କା ଝୂନୂକୁ ଦେବାସହ ଫାଣ୍ଡି ନିକଟରେ ଛପିକି ରହିଥିଲେ । ଫାଣ୍ଡି ଅଧୀକାରି ଝୁନୁ ଠାରୁ ଟଙ୍କା ନେବା ପରେ  ଛପିକି ରହିଥିବା ଭିଜିଲାନସର ଡିଏସପି ଏ,କେ, ମିଶ୍ରଙ୍କ ସହ ତାଙ୍କ ଟିମ ରଙ୍ଗବୋଳା ନୋଟ ସହ ରଙ୍ଗିଲା ହାତରେ ଫାଣ୍ଡି ଅଧିକାରୀଙ୍କୁ ଗିରଫ କରିଛନ୍ତି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ।

Chari hajar tanka lancha neba samayare delanga phandi adhikari bhijilance hatare dhara padile
News by - Dhirendra Senapati ( Delanga )
Sakhigopal News

Blog Archive

Popular Posts