Breaking News

ଗୋପ ଜୟନ୍ତୀରେ ଗୋପବନ୍ଧୁଙ୍କ ଷଠୀଘରେ ସମାଜସେବୀ ମନୋରମା ମହାପାତ୍ର

ସାକ୍ଷୀଗୋପାଳ–---ଗୋପବନ୍ଧୁଙ୍କ ଷଠିଘରେ ବର୍ଷିୟାନ ମହିଳା ସମାଜସେବୀ ତଥା ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସତ ପ୍ରଣାମ ଜଣାଉଛନ୍ତି। ତାଙ୍କ ସାଙ୍ଗରେ ସମାଜ ଓ ଲୋକସେବକ ମଣ୍ଡଳର ସଦସ୍ୟା ମାନେ ଉପସ୍ଥିତ ଅଛନ୍ତି। ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts