Breaking News

ନାବାଳିକା ଝିଆରିକୁ ଦିବ୍ୟାଙ୍ଗ କକାର ଦୁର୍ଷମ ଅଭିଯୋଗ

ସାକ୍ଷୀଗୋପାଳ ------ସାକ୍ଷୀଗୋପାଳ ଥାନା ପୂରୀ ----ଭୁବନେଶ୍ବର ଜାତୀୟ ରାଜପଥ କରରେ   ଜଣେ ବୃଦ୍ଧା ନିଜର ନାତି ଓ ନାବାଳିକା ନାତୁଣୀ ସହ ଘ୍ରର କରି ରହନ୍ତି । ୧୩ ତାରିଖ ରାତିରେ ବୃଦ୍ଧାଙ୍କର ଦିବ୍ଯାଙ୍ଗ ପୁତୁରା ଓତାଙ୍କର ଜଣେ ସାଙ୍ଗ ସହ ଆସି  ଘରକୁ ଯାଇ ପାରିଲୁ ନାହୁଁ ।  ଗୋଟିଏ ଘରେ ସମସ୍ତେ ଶୋଇଥିଲୈ । ରାତିରେ ନାବାଳିକା ଝିଅ  ପାଟି କରିଥିଲା । ଝିଅର ପାଟିଶୁଣି ସମସ୍ତୋ ଉଠି ପଡିଥିଲେ । ଦେଖିଲା  ବେଳକୁ ନିଜର ହିତାହିତ ଞାନ ହରାଇ ଦିବ୍ଯାଙ୍ଗ ଯୁବକ ନିଜର ଝିଆରୀକୁ ଦୁର୍ଷମ କରିବା ପାଇଁ ଉଦ୍ଯମ କରିଛି । ଝିଅର ପାଟିଶୁଣି ଆଖ ପାଖ ଲୋକମାନେ ଜମା ହୋଇଯାଇଥିଲେ । ଅଭିଯୁକ୍ତଙ୍କୁ ଧରି ଥାନାରେ ଦେବାସହ ତାଙ୍କ ନାମରେ ବୁଡୀମା ନିଜେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଥାନିଆଇଆଈସି ଜ୍ଯୋତି ପୄରକାଶ ସ୍ବାଇଁଙ୍କ ନିର୍ଦ୍ଦୈଶ କ୍ରମେ ସେକେଣ୍ଡେ ଅଫିସର ରବୀନ୍ଦ୍ର କୁମାର ପଣ୍ଡା ଅଭିଯୁକ୍ତଙ୍କୁ ଗିରଫ କରିବା ସହ  ଦୁଇଜଣଙ୍କୁ ଡାକ୍ତରୀ ମାଇନା କରାଯାଈଛି । ଅଭିଯୁକ୍ତ ଦୀବ୍ଯାଙ୍ଗ କକାକୁ କୋର୍ଟକୁ ପଠାଯାଈଛି ୍ ସେଠାରେ ଜାମିନ ନ ମିଳିବାରୁ ଜେଲକୁ ପଠାଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts