ବୋମା ମାଡ ଘଟଣାରେ ୧ ଗିରଫ
ଡେଲାଙ୍ଗ--– ଡେଲାଙ୍ଗ ଥାନା ଅନ୍ତଗତ ହରିରାଜପୁର ଫାଣ୍ଡି ଅଞ୍ଚଳରେ ଦାଦା ବଟି ଆଦାୟକୁ ନେଇ ପିପିଲି-----ଜଟଣି ରାସ୍ତାର ହରିରାଜପୁର ଛକରେ ଦୂଇ ଗୋଷ୍ଠି ମଧ୍ଯରେ ବୋମା ମାଡ ହୋଇଛି । ଦୁଇ ପକ୍ଷରୁ ଦୂଇଟି ଅଭିଯୋଗ ଥାନାରେ ହୋଇଛି । ଡେଲାଙ୍ଗ ପୋଲିସ ଦୁଇଟି କେସ ରୂଜ କରି ଥିବା ଜଣାପଡିଛି । ଜଗନ୍ନାଥ ବେହେରା (୩୬) ଜଣଙ୍କୁ ପୋଲିସ ଅଟକରଖି ତଦନ୍ତ କରୂଥିବା ଥାନା ଆଇଆଇସିଙ୍କ ଠାରୁ ପ୍ରକାଶ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି