Breaking News

ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ପଞ୍ଚାୟତରାଜ ମନ୍ତୀ

ପିପିଲି---–-ଡେଲାଙ୍ଗ ବ୍ଳକର ଟାଙ୍ଗିଭଁସର ଗ୍ରାମରେ ୨୨ବର୍ଷ ଧରି ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ କୃଷି ଓ ପଞ୍ଚାୟତ ରାଜ ମନ୍ତୀ ପ୍ରଦୀପ ମହାରଥୀ ଯୋଗ ଦେଇ ମା ଧନଲକ୍ଷ୍ମୀଙ୍କର ଆଗମନ ଆମର ଶସ୍ଯ ଅମଳ ଭଲ ହେବାସହ ସମସ୍ତେ ଶାନ୍ତି ଓ ଭାଇଚାର ପର୍ବ ବୋଲି କହିଥିଲେ ।  ଅନ୍ଯ ମାନଙ୍କ ମଧ୍ଯରେ ବ୍ଳକ ଅଧ୍ଯକ୍ଷ ପ୍ରସନ୍ନ ସାହୁ, ଜିଲ୍ଳା ପରିଷଦ ସଭ୍ଯ ମଳୟ ମହାନ୍ତି, ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା ପ୍ରମୂଖ ଯୋଗଦେଇଥିଲେ ।
ପିପିଲିରୁ ବିଜୟ ମହାପାତ୍ର
GAJALAXMI PUJARE JOGA DELE PANCHAYATIRAJ MANTRI
BY - BIJAYA MAHAPARTA ( PIPILI )
SAKHIGOPAL NEWS

Blog Archive

Popular Posts