Breaking News

ବିଜେଡିର ମିଶ୍ରଣ ପର୍ବ

ସାକ୍ଷୀଗୋପାଳ ---ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ର ନାଗଣ ଗ୍ରାମର ୪୦ଜଣରୁ ଉର୍ଦ୍ଧ ଲୋକ କୃଷୀ ଓ ପଞ୍ଚାୟତ ରାଜ  ମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ  । ଏହି ମିଶ୍ରଣ  ପର୍ବ ଅବସରରେ ଅନୁଷ୍ଠିତ ସଭାରେ ବ୍ଲକ ବିଜେଡି  ସଭାପତି ବୈରାଗି ଜେନା ଅଧ୍ୟକ୍ଷତା କରିଥିବା ବେଳେ  ଅତିଥୀ ଭାବରେ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁ ,ଜିଲ୍ଲାପରିଷଦ ସଭ୍ଯ ଦେବାଶିଷ ନନ୍ଦ  , ସରପଞ୍ଚ ପ୍ରଶନ୍ନ କୁମାର ଜେନା ,ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ ,ଅମିୟ ବରାଳ ,ପ୍ରମୋଦ ସାହୁ ପ୍ରମୂଖ ରାଜ୍ଯ ସରକାରଙ୍କର ଜନ ହିତକାର  ସମ୍ପର୍କେ ମତ ରଖିଥିଲେ .। ମନ୍ତ୍ରୀ ଖୁବଶୀଘ୍ର ନାଗଣ ଗ୍ରାମରେ ଶିଶୁ ଉଦ୍ଯାନ ପାର୍କ କରିବା ସହ ନାଗଣ ଗ୍ରାମ୍ଯ ରାସ୍ତା ଆଡି ବନ୍ଧ ନିର୍ମାଣ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତ  । ସାକ୍ଷୀଗୋପାଳରୁ -- ଧୀରେନ୍ଦ୍ର ସେନାପତି
  

Nagana garamaer 40 Jana  BJD dalarea

Blog Archive

Popular Posts