Breaking News

ସାପ କାମୁଡାରେ ବାଳକର ମୃତ୍ଯୁ

ସାକ୍ଷୀଗୋପାଳ–--- ସତ୍ଯବାଦୀ ଥାନା ଅନ୍ତର୍ଗତ କଳାପାହଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ରମେଶ ବେହେରା (୧୪) ଘରେ ଶୋଇଥିବା ସମୟରେ ଏକ ସାପ କାମୁଡି ଦେଇଥିଲା । ସେ ସଙ୍ଗେ ସଙ୍ଗେ ଘର ଲୋକଙ୍କୁ ଏ ବିସୟରେ ଜଣାଇଥିଲା । ମାତ୍ର ବର୍ଷା ଓ ମୋବାଇଲି ନେଟଵାକ ନ ଥିବାରୁ ଆମ୍ବୂଲାନସ ଡକାଇବାରେ ବିଳମ୍ର ହୋଇଥିଲା ।ତଥାପି ପୁରୀ ମେଡିକାଲରେ ରମେଶ ଚିକିସ୍ଥା ହେଉଥିବା  ସଯୟରେ  ଡାକ୍ତର ତାଙ୍କୁ ମୃତ୍ଯୁ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରି ବ୍ଯବଛେଦ କରିଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts