ନାରିକେଳ ଉନ୍ନୟନ ବୋର୍ଡର ବୈଠକ
ଭୁବନେଶ୍ବର------ଭାରତ ସରକାରଙ୍କ ନାରିକେଳ ଉନ୍ନୟନ ବୋର୍ଡର ଓଡିଶାରେ ପ୍ରଥମ ଅଧିବେଶନ ହୋଟେଲ କ୍ରାଉନ ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଈଛି ।ଏଥିରେ ଓଡିଶାର ନାରିକେଳ ଉନ୍ନୟନ ବୋର୍ଢର ସଦସ୍ଯ ଡ, ବିଶ୍ବନାଥ ରଥ ଓ ଗୁଜୁରାଟ, କେରଳ, ତାମିଲନାଡୁ ଓ ବିହାର ରାଜ୍ଯର ଅନ୍ଯ ସଭ୍ଯ ସଭ୍ଯାମାନେ ଯୋଗଦେଇଥିଲେ । ଓଡିଶାରେ ନଢିଆ ଚାଷର ଉନ୍ନତି ଓଗତ ତିତଲି ମହାବାତ୍ଯରେ କ୍ଷତି ପୃରଣ ଦେବା ପାଇଁ ଭାରତ ସରକାରଙ୍କୁ ନିବେଦନ କରାଯାଇଥିଲା । ସେହିପରି ଭୁବନେଶ୍ବର ସ୍ଥିତ ପିତାପଲ୍ଳୀ ଫାର୍ମକୁ ଉନ୍ନତି କରଣ ଓ ଅଧୀକ ସଂଖାରେ କର୍ମଚାରୀ ନିଯୁକ୍ତି। କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ ଖରାଯାଈ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ନାରିକେଳ ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ସଭାପତିତ୍ବ କରି ଥିବା ବେଳେ କୃଷି ବିଭାଗର ଉଚ୍ଚପଦସ୍ଥ ଅଧୀକାରୀ ମାନେ ଉପସ୍ଥିତ ରହି ଥିଲେ । ସ।ମ୍ବାଦିକ। ଧୀରେନ୍ଦ୍ର ସେନିପତି ।। ।