ବିଜେପିର ଜିଲ୍ଳା ସ୍ତରୀୟ କାର୍ଯ୍ଯକାରିଣୀ ବୈଠକ
Bjpକୋଣାର୍କ ----- କୋଣାର୍କ ଯାତ୍ରୀ ନିବାସ ପରିସରରେ ବିଜେପିର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠୀତ ହୋଇଯାଇଛି । ଏଥିରେ ଜିଲ୍ଳା ସଭାପତି ପ୍ରଭଞ୍ଜନ ମହାପାତ୍ର ସଭାପତିତ୍ବ କରିଥିଲେ । ରାଜ୍ଯ ବିଜେପି ସଂଗଠନର ସମ୍ପାଦକ ମାନସ ମହାନ୍ତି ମୁଖ୍ୟ ଅତିଥି , ରାଷ୍ଟୀୟ ପରିଷଦ ସଦ୍ଯସ ଡ, ବିଶ୍ବନାଶ ରଥ , ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦେବ, ରମା ରଞ୍ଜନ ବଳିୟାର ସିଂ ଓ ରାଜ୍ୟ ରାଜ୍ଯ କାର୍ଯ୍ଯକାରିଣି ସଦସ୍ଯ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୂଖ ଯୋଗଦେଇ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ରହିବାକୁ ମତ ପ୍ରକାଶ ପାଇଥିଲା ।
ନିମାପଡାରୁ-- ଜୟନ୍ତ ସେଠୀ
Konarker Bjper kajkarni bayitka