ପୁରୀ ---ସୁରାଟ ଟ୍ରେନରେ ଅଗ୍ନିକାଣ୍ଡ : ଅଳ୍ପକେ ବତ୍ତିଲେ ଯାତ୍ରୀ
ସାକ୍ଷୀଗୋପାଳ----ଆଜି ପୂରୀରୁ ରାତିରେ ପୁରୀ ---ସୁରାଟ ସୁପର ପାଷ୍ଟ ଟ୍ରେନ ନଂ ୨୨୭/୨୨୮ ର ବଗିନଂ ବି--୨ରେ ଚକାରେ ବେକ ସୁ ଘଷି ହୋଇ ଜଳିଥିଲା । ଏହା ଦେଖି ଟ୍ରେନ ଯାତ୍ରୀ ମାନେ ହୋ ହଲ୍ଳା କରିଥିଲେ । ଟ୍ରେନଟି ସାକ୍ଷୀଗୋପାଳ ୩ ନଂ ପ୍ଳାଟଫମରେ ଠିଆ ହେବା ପରେ ରେଳ କର୍ମୀମାନେ ନିଆଁକୁ ଆୟତ କରିଥିଲେ । ଏକ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଲା ବୋଲି ଜଣାପଡିଛି । ପୁରୀରୂ କିପରି ଟ୍ରେନକୂ ସଠିକ ଚେକ କରାଯାଉ ନାହିଁ ବୋଲି ଅଭିଯୋଗ ହୋଊଛି । ଏହି ପରି ଅନେକ ଥର ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବାର ନଜିର ରହିଛି ।
ସାକ୍ଷୀଗୋପାଳରୂ ଧୀରେନ୍ଦ୍ର ସେନାପତି।
Puri Surat train bagirea agnikanda