Breaking News

କୋଣାର୍କରେ ପୋଲିସ ପକ୍ଷରୁ ଚଡାଉ ,୩ ଗିରଫ

କୋଣାର୍କ--- ପୁରୀ ଜିଲ୍ଲା କୋଣାର୍କ ବଙ୍ଗୀୟ ଯୁବତି ଘଟଣାକୁ ନେଇ ଗତକାଲି ବିଳମ୍ବିତ ରାତିରେ ନିମାପଡା S D P O ଙ୍କ ନେତ୍ତୁତରେ ଗୋପ I I C , କୋଣାର୍କ I I C,ଅସ୍ତରଙ୍ଗ I I C,ରାମଚଣ୍ଡି I I C ଙ୍କ ସହ ୫୦ ଜଣିଆ ଟିମ  ଗଠନ କରାଯାଇଛି।  ନିମାପଡ଼ା S D P O ସବୁ ଲଜ୍ଜ ମାନଙ୍କରେ  ଚଢାଉ କରି ଲଜ୍ଜ ମାଲିକ  ୩ ଜଣଙ୍କୁ  ଧରି ଅଟକ ରଖିଛନ୍ତି। ପ୍ରଥମେ ୨ ଜଣଙ୍କୁ ୧୮ ତାରିଖରେ  ଧରିଥିଲେ ଗତ କାଲି ୩ ଜଣ  ମୋଟ  ୫ ଜଣ ଅଟକ ରହିଛନ୍ତି   । ଭିମସେନ ସେନାପତି ,ପ୍ରସାନ୍ତ ଦାସ,ଆଲୋକ ପ୍ରଧାନ, କୁଷ୍ଟ ବେହେରା ,ଶିବ ବେହେରାଙ୍କୁ ଅଟକ ପୋଲିସ ରଖିବା ସହିତ  ୧୫ଟି ବେଆନୀ ଲଜ୍ଜ ତାଲା ପକାଇ ଥିଲେ ୫୦ ଜଣ ଟିମ। କୋଣାର୍କ ପୋଲିସ ପ୍ରକାଶ କରିଚନ୍ତି।
PLACE-KONARK D-23.10.18
Reporter-jayanta Kumar Sethy GOP
Slug- ୧୫ ବେଆଇନ ଲଜ୍ଜ ତାଲା ଓ ୩ ଗିରଫ।
Anchor- ପୁରୀ ଜିଲ୍ଲା କୋଣାର୍କ ବଙ୍ଗୀୟ ଯୁବତି ଘଟଣାକୁ ନେଇ ଗତକାଲୀ ବିଳମ୍ବିତ ରାତୀରେ ନିମାପଡା S D P O ଙ୍କ ନେତ୍ତୁତରେ ଗୋପ I I C , କୋଣାର୍କ I I C,ଅସ୍ତରଙ୍ଗ I I C,ରାମଚଣ୍ଡି I I C ଙ୍କ ସହ ୫୦ ଜଣିଆ ଟିମୀ ଗଠନ କରି ନିମାପଡ଼ା S D P O ସବୁ ଲଜ୍ଜ ମାନଙ୍କରେ  ଚଢାଉ କରି ଲଜ୍ଜ ମାଲୀକ  ୩ ଜଣଙ୍କୁ  ଧରି ଅଟକ ରଖିଛନ୍ତି। ପ୍ରଥମେ ୨ ଜଣଙ୍କୁ ୧୮ ତାରୀଖରେ  ଧରୀଥିଲେ ଗତ କାଲି ୩ ଜଣ  ମୋଟ ୫ ଜଣ ଅଟକ କୋଣାର୍କ ଥାନାରେ ଅଛନ୍ତୀ।  ଭିମସେନ ସେନାପତୀ ,ପ୍ରସାନ୍ତ ଦାସ,ଆଲୋକ ପ୍ରଧାନ, କୁଷ୍ଟ ବେହେରା ,ଶିବ ବେହେରାଙ୍କୁ ଅଟକ କରିବା ସହିତ  ୧୫ବେଆଇନି ଲଜ୍ଜ ତାଲା ପକାଇଥିବା ଜଣାପଡିଛି । ନୀମାପଡାରୁ ---- ଜୟନ୍ତ ସେଠୀ

Blog Archive

Popular Posts