ବେରବୋଇ ହାଇସ୍କୁଲର ୨୦୧୦ବ୍ଯାଚର ଛାତ୍ର ଛାତ୍ରୀଙ୍କର ବଂଧୁ ମିଳନ
ଡେଲାଙ୍ଗ----- ବେରବୋଇ ସରକାରୀ ଉଚ୍ଚ ବୀଦ୍ଯାଳୟର ୨୦୧୦ ମସିହାର ବ୍ଯାଚର ଛାତ୍ର ଛାତ୍ରୀ ମାନଙ୍କର ଏକ ବଂଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସେ ଦିନ ବିଦ୍ଯାଳୟର ଅନୁଭୂତି ଓ ଆଜିର ସମ୍ଫର୍କ ଉପରେ ଆଲେଚନା କରିଥିଲେ । ଆଗାମୀ ଦିନରେ ଆମ ବିଦ୍ଯାଳୟ କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରିବା ପାଈଁ ଆଲୋଚନା କରାଯାଇଥିଲା । ସ୍ମୃତି ରଞ୍ଜନ ଆଲୁକ, ରାଜେଶ କୁମାର ରାଉତ,ସଂଗ୍ରାମ ସ୍ବାଇଁ, ସମାପିକା ସୋନାଲୀ ସ୍ବାଇଁ ଓ ସ୍ବସ୍ତିକି ନିହାର ସୃର୍ଯ୍ଯ ପ୍ରକାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୃ---- ଧୀରେନ୍ଦ୍ର ସେନାପତି
2010 ur school student and girls