ବକୁଳ ବନରେ ପଞ୍ଚାସଖାଙ୍କୁ ପୂଜିତ
ସାକ୍ଷୀଗୋପାଳ----- ସତ୍ଯବାଦୀ ବକୁଳ ବନବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବକୁଳବନ ସୁରକ୍ଷା ପରିଷଦ ଓ ପୁରୀର ସାଇଭାଇ ଅନୁଷ୍ଠାନର ସଦ୍ଯସ ମାନେ ବକୁଳବନ ସଫେଇ କରିବା ସହ ପଞ୍ଚାସଖା ପ୍ରତିମୂର୍ତ୍ତି ଗୁଡିକ ସଫେଇ କରିବା ସହ ସାକ୍ଷୀଗୋପାଳ ମନ୍ଦିର ସମ୍ବୁଖରେ ଥିବା ପ୍ରତିମୂର୍ତ୍ତିରେ ଧୂପ, ଦୀପ ଦେବାସହ ମାଲ୍ଯର୍ପଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ -----ଧୀରେନ୍ଦ୍ର ସେନାପତି
Bakulbanera panchasaka