ଜିବ ନିଷ୍ଠୁରତା ବିଭାଗ ପକ୍ଷରୁ ଚଡାଉ , ୬୧ଜଣଙ୍କ ଠାରୁ ୮୪୫୦ଟଙ୍କା ଆଦାୟ
ଜିବ ନିଷ୍ଠୁରତା ବିଭାଗ ପକ୍ଷରୁ ପିପିଲି ,ଉତ୍ତରା ,ମଙ୍ଗଳପୁର ,ଡେଲାଙ୍ଗ ଷ୍ଟେସନ ଓ ହାଟ ଡେଲାଙ୍ଗ ଠାରେ ରାସ୍ତ୍କଡରେ ଜୀବଜନ୍ତୁ ମାନଙ୍କୁ ଅତି ନିର୍ମମ ଭାବରେ ହତ୍ଯା ଓ ଅତ୍ଯାଚାର କରୁଥିବା ବ୍ଯକ୍ତିମାନଙ୍କ ଉପରେ ଜୀବ ନିଷ୍ଠୁରତା ବିଭାଗପକ୍ଷରୁ ଚଢାଉକରା ଯାଈଛି । 61 ଜଣଙ୍କ ନାମରେ କେଶ କରିବା ସହ ଜୀବ ନିଷ୍ଠୁରତା ଆଇନି 1960 ବଳରେ 8450 ଟଙ୍କା ଫାଇନ ଆଦାୟ କରାଯାଇଛି । ଏହି ଟିମରେ ପିପିଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟମି ମାଜିଷ୍ଟ୍ରେଟ ଅରୁପ ନାୟକ ଓ ଜୀବ ନିଷ୍ଠୁରତା ନିରୋଧର ଅଧିକାରୀ ନିହାର ରଂଜନ ମାନସିଂହ ସମେତ ବିଭାଗିୟ ଉଚ୍ଚପଦସ୍ଥ ଅଧିକାରୀ ଓ ଜିଲ୍ଲା ମୂଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ ଗିରିଜା ପ୍ରସାଦ ପଟ୍ଟନାୟକ ରହିଥିଲେ । ଜୀବ ନିଷ୍ଠୁରତା ନିରୋଧର ଅଧିକାରୀ ନିହାର ରଂଜନ ମାନସିଂହ କହିଛନ୍ତି ଆଗାମି ଦିନରେ ଏହିପରି ଚଡାଉ ଜାରି ରହିବ ସେ କହିଛନ୍ତି । ଡେଲାଙ୍ଗରୁ ଖବରଦାତା ଧୁରେନ୍ଦ୍ର ସେନାପତି
JIBA NISTHURATA BIBHAGA PAKHYARU CHADHAU, 61 JANANKA THARU 8450 TANKA ADAYA
BY - DHIRENDRA SENAPATI
SAKHIGOPAL NEWS