Breaking News

ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ଯୁ

ପିପିଲି------ ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଗ୍ରାମ ପଞ୍ଚାୟତର ବଙ୍କିଲେ ଗ୍ରାମର କୌଳାସ ବାରିକ(୫୫) ଙ୍କୁ ଅଜଣା ଗାଡି ଧକ୍କା ଦେବାରୁ ତାଙ୍କର ମୃତ୍ଯୁ ହୋଇଯାଇଛି । ସୂଚନା ଯୋଗ୍ଯ ଯେ ଶୁକ୍ରବାର ରାତିରେ ତେଇଶିପୁର ନିକଟ ମା କ୍ଷେତ୍ରପାଳୀ ଢାବାରୁ ଖାଇ ରାସ୍ତାକୁ ଉଠୁଥିବା ସମୟରେ ଦ୍ରୁତ ଗତିରେ ଏକ ଗାଡି ଧକ୍କା ଦେଇ ପଳାଇଥିଲା । ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ଯୁ କେସ ରୁଜ କରି ଶବ ବ୍ଯବଛେଦ କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ପିପିଲିରୁ ----- ବିଜୟ ମହାପାତ୍ର

Road accident

Blog Archive

Popular Posts