Breaking News

ସତ୍ୟବାଦୀ ବ୍ଳକରେ ରେଶନ କାର୍ଡ ବଣ୍ଟନ ; ସ୍ବାମୀ ଓ ସ୍ତୀ ନାମରେ କାର୍ଡ

ସାକ୍ଷୀଗୋପାଳ -- ସତ୍ୟବାଦୀ ବ୍ଳକ ପରିସରରେ ଦୁତୀୟ ପର୍ଯ୍ୟାୟ ରେଶନ କାର୍ଡ ବଣ୍ଟନ ହୋଇଛି । ବ୍ଳକ ଯୋଗାଣ ବିଭାଗର କାରସାଦୀ ପଦାକୁ ଆସିଛି । ସ୍ବାମୀ ଓ ସ୍ତୀ ନାମରେ ହୋଇଛି ରେଶନ କାର୍ଡ । ଏହା ଜଣାପଡିବା ପରେ ଯୋଗାଣ ବିଭାଗର ଅଧିକାରୀଙ୍କ କାର୍ଯ୍ଯକଳାପ ଉପରକୂ ଅଙ୍ଗୁଳି ଦେଖାଯାଇଛି । ବ୍ଳକ ଅଧ୍ଯକ୍ଷ ସସ୍ମିତା ପ୍ରଧାନ ସଭାପତିତ୍ବ କରିଥିବା ବେଳେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ୧୫୭୦ଖଣ୍ଡ ରେଶନ କାର୍ଡ ବାଣ୍ଟିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ଜିଲ୍ଳା ପରିଷଦ ସଭ୍ଯ ପ୍ରହଲ୍ଳାଦ ଘଟୁଆରୀ ,ଧୁବ ଚରଣ ଦାଶ ଓ ବ୍ବ୍ଳକ ଉପାଧ୍ଯକ୍ଷ ବିକ୍ରମ ଜେନା ପ୍ରମୁଖ ଉପସ୍ଥିତ ରହି ଥିଲେ । ସ

ାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି। 

Satyabadi blockera Rasana kada batnamela

Blog Archive

Popular Posts