Breaking News

ଗାନ୍ଧୀ ଜୟନ୍ତୀରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା

ଡେଲାଙ୍ଗ---ରୟାଲ ଡେଲାଙ୍ଗ ୨୨୨ ସଙ୍ଗଠନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟ ର  ଛାତ୍ର ଛାତ୍ରୀ ମାନଙ୍କ ମଧ୍ଯ୍ରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଶିକ୍ଷକ ଦିଗମ୍ବର ରଥ  ଓ ରୟାଲ ଡେଲାଙ୍ଗ ୨୨୨ ର ସଭାପତି ସମୟ ରଞ୍ଜନ ବିଶ୍ଵାଳ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ନୀତି ଓ ଆଦର୍ଶ  କୁ ଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।
ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରଥମ,ଦ୍ଵିତୀୟ, ତୃତୀୟ  ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ବାଦଦାତା ଧୀରେନ୍ଦ୍ର ସେନାପତି

GANDHI JAYANTI RE CHHATRA CHHATRI MANANKA MADHYARE PRATIJOGITA
DELANGA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts