ପ୍ରାକ୍ତନ ବିଡିଓଙ୍କ ନାମରେ ବ୍ଳକ କଂଗ୍ରେସ ସଭାପତି ଆଣିଲେ ଅଭିଯୋଗ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ପ୍ରାକ୍ତନ ବିଡିଓଙ୍କ ନାମରେ ଗୂରୂତର ଅଭିଯୋଗ ଆଣିଛନ୍ତି ବ୍ଳକ କଂଗ୍ରେସ ସଭାପତି ପ୍ରଦ୍ଯୁମ୍ନ ପରିଡା । ସୋସିଆଲ ମିଡିଆରେ ସେ ତାଙ୍କ ଅଭିଯୋଗରେ ଲେଖିଛନ୍ତି ବ୍ଳକର ଜିପ ଥାଉ ଥାଉ ବିଡିଓ ବେସରକାରୀ ଗାଡି ବ୍ଯବହାର କରି ଲ୍କ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ସେ କହନ୍ତି । ଅନ୍ଯପକ୍ଷେ ଗାଡିର ସରକାରୀ ଡ୍ରାଇଭର ବ୍ଳକରେ ବସିବସି ଦରମା ନେଉଥିବାସେ କହନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି