ଦିନରେ କାତି ଦେଖାଇ ୧-୨୦ହଜାର ଲୁଟ
ସାକ୍ଷୀଗୋପାଳ-----ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଭାରତ ଅର୍ଥ ଲଗାଣ ସଂସ୍ଥାର ଜଣୈ ଯୁବତୀଙ୍କୂ କିତି ଦେଖାଇ ୧-୨୦ହଜାର ଟଙ୍କା ଲୁଟ ହୋଈଥିବା ସମ୍ପର୍କେ ଅଭିଯୋଗ ହୋଇଛି । ସୁଆଁଲ ଓ କଳାପାହଢ ଗ୍ରାମରୁ ମହିଳା ଗୋଷ୍ଠିଙ୍କ ଠାରୁ ଋଣ ଟଙ୍କା ଆଦୟ କରି ଫୈରୂଥିଲେ । ଦୁଇଜଣ ଯୂବକ ପଲସର ଆସି ଯୁବତୀଙ୍କୁକାତି ଦେଖାଇ ଟଙ୍କାନେଇ ଯାଇଥିବା କହୁଥିବା ବେଳେ ପୋଲିସ ଏହାକୁ ଏତେ ସହଝରେ ଗ୍ରହଣ କରିପାରୁ ନାହିଁ । କାରଣ ଯୂବତୀ ଜଣକ ଯେଉଁଠାରେ ଲୁଟ ହୋଉଥିବା କହୁଛନ୍ତି ସେଠାରେ ସ୍ଥାନୀୟ ଲୋକମାନେ ଏ ଘଟଣା ବିସୟରେ କିଛି ଜାଣି ନାହାନ୍ତି ବୋଲି ପୋଲିସ ଆଗରେ କହନ୍ତି ।ଏହିଭଳି କେତେକ ତଥ୍ଯକୁ ଆଧାର କରି ପୋଲିସ ଗ୍ରହଣ କରି ପାରୁନାହିଁ ।ତଦନ୍ତ ଜାରି ରହିଛ । ପକୃତ ଘଟଣାବହୁଶିଘ୍ର ପଦାକୁ ଆସିବ ବୋଲି ଥାନା ସେକେଣ୍ଡ ଅଫିସର ରବିନ୍ଦ୍ର କୁମାର ନନ୍ଦଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି