ସାକ୍ଷୀଗୋପାଳ ମେଡିକାଲରୁ ବେ ଆଇନ ସାଇକେଲ ଷ୍ଟାଣ୍ଡ ହଟିବ କେବେ
ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ମେଡିକାଲ ମୁଖ୍ଯ ପ୍ରବେଶ ପଥରେ ବେଆଇନ ସାଈକେଲ ଷ୍ଟାଣ୍ଡ ହୋଇଛି । କଲେଜ ପିଲାଙ୍କ ଠାରୁ ସରକାରି କର୍ମଚାରି ଓ ଜନ ସାଧାରଣ ଲୋକ ମାନେ ମେଡିକାଲର ପ୍ରବେଶ ପଥକୁ ସାଇକେଲ ଷ୍ଟାଣ୍ଡ ଭାବରେ ବ୍ୟବହାର କରୁଛନ୍ତି । ଏମାନଙ୍କୁ ମନା କରିଲେ ମଧ୍ଯ ସେମାନେ ଶୁଣିବାକୁ ରାଜି ନୁହନ୍ତି । ଯାହା ଫଳରେକି ସାଇକେଲ ଓ ମଟର ସାଇକେଲ ଗୁଡିଖ ମେଡିକାଲ ପରିସରରେ ରହିବା ଫଳରେ ଆମ୍ବୁଲାନସ ମେଡିକାଲକୁ ଯିବା ଆସବାରେ ବ୍ୟାଘତ ସୃଷ୍ଟି ହୋଉଛି । ମେଡିକାଲ ପକ୍ଷରୂ ଜନସଚତନା ପାଇଁ ସେଠାରେ ସାଇନ ବୋର୍ଡ ଲଗାଯାଇଛି । ମାତ୍ର କୈଣସି ସୁଫଳ ମିଳୁନାହିଁ ବୋଲି ମେଡିକାଲ ଇନିଚାର୍ଯ୍ଯ। ଡ ଲଲାଟେନ୍ଦୁ ନାୟକ କହନ୍ତି । ସାକ୍ଷୀଗୋପାଳ ଅଞ୍ଚଳର ବୁଦ୍ଧିଜିବୀ ମାନେ କହନ୍ତି ମେଡିକାଲରୂ ଏ ଅସ୍ଥାୟୀ ସାଇକେଲ ଷ୍ଟାଣ୍ଡ ତୁରନ୍ତ ହଟେଇବା ପାଇଁ ଦାବୀ କରିବା ସହ ଏବଂ ବଧାୟକ୍କ ଓ ଜିଲ୍ଳାପାଳ ଦୃଷ୍ଟି ଦେବାକୁ ଦାବୀ ହୋଉଛି ।ସାକ୍ଷୀଗୋପାଳରୁ––ଧୀରେନ୍ଦ୍ର ସେନାପତି
Sakhigopal mrdicaltat