Breaking News

ସାଇ ଭାଇ ଅନୁଷ୍ଠାନ ପକ୍ଷରୁ ଗୋପ ଜୟନ୍ତୀ ପାଳନ

ସାକ୍ଷୀଗୋପାଳ---ପୁରୀର ସାଇଭାଇ ଓ ବକୁଳ ବନ ସୁରକ୍ଷା ପରିଷଦର ମିଳିତ ସହଯୋଗରେ ସତ୍ଯବାଦୀର ବକୂଳବନ ରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟପର୍ଣ କରାଯାଇଥିଲା  । ପରେ ପରେ ଗୋପିନାଥ ମନ୍ଦିର ସମ୍ବୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତିରେ ମାଲ୍ଯପର୍ଣ କରାଯାଇ ଗୋପବନ୍ଧୁ ଅମର ରହେ , ସ୍ଳୋଗାନ ଦେବା ସହ ଗୋପବନ୍ଧୁଙ୍କ ୧୪୧ ତମ ଜନ୍ମଜୟନ୍ତୀ ପାଳନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts