Breaking News

ପଞ୍ଚସଖା ସମାଧି ପୀଠରେ ସର୍ବଧର୍ମ ପ୍ରାର୍ଥନା

ସାକ୍ଷୀଗୋପାଳ---- ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ କଂଗ୍ରେସ ଦଳ ପକ୍ଷରୁ ସତ୍ୟବାଦୀ ପଞ୍ଚସଖା ସମାଧୀପୀଠ ପରିସରରେ ସର୍ବଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ କଂଗ୍ରେସର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସଭାପତିତ୍ଵ କରିଥିଲେ । ଅନୂଷ୍ଠିତ  ସଭାରେ ବିଭିନ୍ନ ଧର୍ମଗୁରୁ ମାନେ ଯୋଗଦେଇ ନିଜ ନିଜର ପ୍ରାର୍ଥନା କରିଛନ୍ତି । ଦେବାଶିଷ ମିଶ୍ର ଓ ଦେବ ଲୋଭାନ ପ୍ରାର୍ଥନାସଭାକୂ ପରିଚାଳନା କରିଥିଲେ । ପ୍ରାରମ୍ଭରୁ ସମାଧିପୀଠରେ ପୂଷ୍ପମାଲ୍ୟ ଓ ପ୍ରଦୀପ  ପ୍ରଜ୍ଜଲନ କରାଯାଇଥିଲା । ପରେପରେ ବଷଷ୍ଟାଣ୍ଡ  ଫଞ୍ଛସଖାଙ୍କ ମଣ୍ଡପ , କାଦୂଆ ସ୍ଥିତ ଗୋପବନ୍ଧୂ
ଦରିଦ୍ର ନାରାୟଣ ସେବା ସଂଘ ଓ ସୂଆଣ୍ଡୋ ସ୍ଥିତ  ଗୋପବନ୍ଧୂଙ୍କ ଷଠୀ ଘରେ ପହଞ୍ଛି ତାଙ୍କ ପ୍ରତିମୃର୍ତ୍ତିର େ ମାଲ୍ୟର୍ପଣ କରି ସଂକଳ୍ପ ଯାତ୍ରାର ଶଭାରମ୍ବ କରିଥିଲେ ।

Blog Archive

Popular Posts