Breaking News

ସାଂସଦ ବୈଜୟନ୍ତୀ ପଣ୍ଡାଙ୍କୁ ଭେଟିଲା ଡେଲାଙ୍ଗ ରୟାଲ୨୨୨

ଡେଲାଙ୍ଗ-----ଡେଲାଙ୍ଗରେ କିଛି ଯୂବକ ମାନେ ଏକାଠି ହୋଈ ରୟାଲ ଡେଲାଙ୍ଗ ୨୨୨ନାମରେ ଅନୁଷ୍ଠାନ ଗଡିଉଠିଛି । ଆଜି ଅନୁଷ୍ଠାନର ସଭାପତି ସମୟ ରଜଂନ ବିଶ୍ବାଳ୍ଙ୍କ  ନେତୃତ୍ବରେ ଏକ ଟିମ ସାଂସଦ ବୈଜୟନ୍ତ ପଣ୍ଡାଙ୍କ୍ ସହ ସାକ୍ଷାତ କରି ଡେଲାଙ୍ଗର ରାସ୍ତା , ସ୍ବାସ୍ଥ୍ଯ ଓ ପାନିୟ ଜଳ  ସମ୍ପର୍କରେ ଆଲେଚନା କରିଥିଲେ । ପରେପରେ ଡେଲାଙ୍ଗରେ ଚାପାଟି କରିବା ପାଇଁ ପ୍ରସ୍ତାବ ଶ୍ରୀ ବିଶ୍ବାଳ ଦେଇଥିଲେ । ଏହି ପ୍ରସ୍ତାବକୁ ସାଂସଦ  ଗ୍ରହଣ କରିବା ସହ  ଡେଲାଙ୍ଗ ଆସିବେ ବୋଲି କହିଛନ୍ତି ବୋଲିଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts